Saturday 17 March 2012

ନାଲକୋ ବଞ୍ଚୁ ,ଦେଶ ବଞ୍ଚୁ ,ବଞ୍ଚୁ ସାରା ଜାତି  
  ଧର୍ମ ବଞ୍ଚୁ, କର୍ମ ବଞ୍ଚୁ, ବଞ୍ଚୁ ଜନମ ମାଟି  I 


Thursday 15 March 2012

ଆମରି ନାଲକୋ ଆମରି ସ୍ୱର 
ସ୍ନେହ ଆଦରରେ ହୁଏ ନିଜର 
VOICE FOR NALCO
SAVE NALCO


Wednesday 14 March 2012



ନାଲକୋନଗର ଆମରି ଘର 
ରଖିବା ଏହାକୁ ସଫା ସୁତର 

CLEAN NALCO
SAVE NALCO



Tuesday 13 March 2012

ନାଲକୋନଗରରେ ହରିଣ ଉଦ୍ୟାନ
ହରନ୍ତି ସୁଖେ ଦୁଃଖେ ସମସ୍ତଙ୍କ ମନ  

KEEP CLEAN AND GREEN
SAVE NALCO




Sunday 11 March 2012

ଜୀବନର ଚଲା ପଥେ  କୀର୍ତ୍ତୀ ସବୁ ଯାଏ ଲାଖି
ଭାସମାନ ଆକାଶ ରେ କିଛି  ରହିଯାଏ  ଲୁଚି,
ନାଲକୋ ଇତିହାସ କହେ ଗର୍ବ ଓ ଗୌରବ କଥା
ବଞ୍ଚେଇ ରଖିବା ମାନ  ଉଚ୍ଚ ମନେ  ଶ୍ରମଗାଥା I


CLEAN NALCO
SAVE NALCO